JAGANNATH TEMPLES DIVINE FLAG CHANGING 21-April | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV
Hellow guys, Welcome to my website, and you are watching JAGANNATH TEMPLES DIVINE FLAG CHANGING 21-April | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV. and this vIdeo is uploaded by JAY JAGANNATH TV at 2024-04-21T05:06:10-07:00. We are pramote this video only for entertainment and educational perpose only. So, I hop you like our website.
Info About This Video
Name |
JAGANNATH TEMPLES DIVINE FLAG CHANGING 21-April | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV |
Video Uploader |
Video From JAY JAGANNATH TV |
Upload Date |
This Video Uploaded At 21-04-2024 12:06:10 |
Video Discription |
Puri Sri Jagannath Temple’s glorious divine flag alteration on Nilachakra - Dt- 21th April 2024
"ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ ।
ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra |
Category |
Entertainment |
Tags |
Jay Jagannath TV Channel | jay jagannath tv live | jay jagannath channel | sri patitapabana alati | patitapabana darshana live | patakalagi darshana live | jai jagannath tv | jai jagannath tv live | jay jagannath | jai jagannath | sidharth bhakti | namita agrawal | JAY JAGANNATH TV Channel | patitapaban aarti today | patakalagi live | ekadasi mahadipa live | ajira dwaraphita live | rathajatra 2023 live | rathayatra live 2023 | ghoshajatra 2023 live | adapabije | adapa mandapa 2023 |
More Videos